ଏଲପିଜି କଳାବଜାରୀ ରୋକିବାରେ ସରକାର ବିଫଳ- ଧ୍ରୁବ ସାହୁ
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ଏଲପିଜି ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡି ବିଧାୟକ ଧ୍ରୁବ ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରାଜ୍ୟରେ ଏବେ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାହା ଡବଲ ଇଂଜିନ ସରକାର ଚିତ୍ର । କଳାବଜାରୀ ରୋକିବାରେ ସରକାର ବିଫଳ । ଡିମା
ଏଲପିଜି କଳାବଜାରୀ ରୋକିବାରେ     ସରକାର ବିଫଳ- ଧ୍ରୁବ ସାହୁ


ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ଏଲପିଜି ଦର

ବୃଦ୍ଧି ପ୍ରସଙ୍ଗରେ ବିଜେଡି ବିଧାୟକ ଧ୍ରୁବ ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି

ରାଜ୍ୟରେ ଏବେ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାହା ଡବଲ ଇଂଜିନ ସରକାର ଚିତ୍ର । କଳାବଜାରୀ

ରୋକିବାରେ ସରକାର ବିଫଳ । ଡିମାଣ୍ଡ ଏବଂ ସପ୍ଲାଇ ଚେନକୁ ରାଜ୍ୟ ସରକାର ନିୟନ୍ତ୍ରଣ

କରିପାରୁନାହାନ୍ତି ।ପେଟ୍ରୋଲ ଏବଂ ଡିଜେଲ ରେଟ ମଧ୍ୟ ବଢିଚାଲିଛି । ତେଣୁ ସରକାର ମୁଦ୍ରାସ୍ପିତିକୁ

ରୋକାନ୍ତୁ, ବଜାର ଦର ରୋକିବାକୁ ସରକାର ପଦକ୍ଷପ ନିଅନ୍ତୁ ବୋଲି

ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande