ପ୍ରବଳ ଗ୍ରୀଷ୍ମରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା ସଂକଟ ସୃଷ୍ଟି କରିଥିବାବେଳେ କେନ୍ଦ୍ରାପଡ଼ା ଗୋପ ଟିଭି କଲୋନୀ ପାଖରେ ପାଇପ୍ ଫାଟି ଗତ ଦୁଇଦିନ ହେଲା ପାନୀୟ ଜଳ ମୁଖ୍ୟ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି। କେତେକ ଅଂଚଳରେ ଜଳ ସଂକଟ ଥିବାବେଳେ ବିଭାଗୀୟ ଅଧ
ପ୍ରବଳଗ୍ରୀଷ୍ମରେରାସ୍ତାରେଲହଡିଭାଙ୍ଗୁଛି ପାଣି ।


କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା ସଂକଟ ସୃଷ୍ଟି କରିଥିବାବେଳେ କେନ୍ଦ୍ରାପଡ଼ା ଗୋପ ଟିଭି କଲୋନୀ ପାଖରେ ପାଇପ୍ ଫାଟି ଗତ ଦୁଇଦିନ ହେଲା ପାନୀୟ ଜଳ ମୁଖ୍ୟ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି। କେତେକ ଅଂଚଳରେ ଜଳ ସଂକଟ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଦୁଇଦିନ ହେଲା ରାସ୍ତା ଉପରେ ପାନୀୟ ଜଳ ଲହଡ଼ି ଭାଙ୍ଗୁଛି। ତୁରନ୍ତ ଏହାକୁ ମରାମତି କରିବା ପାଇଁ ସ୍ଥାନୀୟ ଅଂଚଳରେ ଦାବିହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande