ଲୋଇସିଂହାରେ ଅଲେଖ ମହିମା ମଠରେ ହେଉଥିବା ବିଶ୍ୱ ଶାନ୍ତି ମହାଯଜ୍ଞରେ ସାମିଲ ହେଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ସ୍ଥିତ ଅଲେଖ ମହିମା ମଠ ଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଶାନ୍ତି ମହାଯଜ୍ଞରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଶୁଭ ଅବସରରେ ଭଗବାନଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି କାମ
ମୁକେଶ


ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ସ୍ଥିତ ଅଲେଖ

ମହିମା ମଠ ଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଶାନ୍ତି ମହାଯଜ୍ଞରେ ସାମିଲ ହୋଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଶୁଭ ଅବସରରେ ଭଗବାନଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ମନ୍ତ୍ରୀ।ଏହି ଅବସରରେ ମଠ ପରିସରରେ ଏକ ସାଂସ୍କୃତିକ ମଞ୍ଚର ଶୁଭ ଉଦ୍ଘାଟନ କରିଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande