ମନ୍ କୀ ବାତରେ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା କରିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ମନ୍ କୀ ବାତରେ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା କରିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମତ୍ସ୍ୟ ଚାଷ କରି ସଫଳତା ଅର୍ଜନ କରି ଅନ୍
ମନ୍ କୀ ବାତରେ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା     କରିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ମନ୍ କୀ ବାତରେ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ

ପ୍ରଶଂସା କରିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ

। ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମତ୍ସ୍ୟ ଚାଷ କରି ସଫଳତା ଅର୍ଜନ କରି

ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ସମ୍ବଲପୁରର ଶ୍ରୀମତୀ ସୁଜାତା ଭୂୟାଁଙ୍କୁ ମନ୍ କୀ ବାତରେ

ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରଶଂସା କେବଳ ସୁଜାତା

ଭୂୟାଁ ନୁହେଁ ଦେଶର ଅନେକ ମହିଳା ଚାଷୀଙ୍କୁ ପ୍ରେରିତ କରିବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande