ଭୁବନେଶ୍ୱର, 03 ମାର୍ଚ୍ଚ (ହି.ସ.)- 'ଦୋଳ ପୂର୍ଣ୍ଣମା'ର ଶୁଭେଚ୍ଛା ଜଣାଇଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ପବିତ୍ର 'ଦୋଳ ପୂର୍ଣ୍ଣମା' ଉପଲକ୍ଷେ ଶୁଭକାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
03 Mar 2026
ଭଦ୍ରକ, ୩ ମାର୍ଚ୍ଚ (ହି.ସ.) -ସମଗ୍ର ରାଜ୍ୟର ବାର୍ ଆସୋସିଏସନ୍ର ନିର୍ବାଚନ ଆସନ୍ତା ୨୮ ତାରିଖ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ବାର୍ ଆସୋସିଏସନ୍ ନିର୍ବାଚନ ମଧ୍ୟ ଉକ୍ତ ନିର୍ଦ୍ଧାରିତ ତାରିଖରେ ହେବ। ଏଥି ନିମନ୍ତେ ବରିଷ୍ଠ ଆଇନଜୀବୀ ପବନ ଶର୍ମାଙ୍କୁ ନିର୍ବାଚନ ଅଧିକାରୀ ଭାବେ ବାର୍ ..
ବଲାଂଗିର, 03 ମାର୍ଚ୍ଚ (ହି.ସ.) କଣ୍ଟାବାଞ୍ଜି କ୍ରିକେଟ ପ୍ରିମିୟର ଲିଗର ପ୍ରଥମ ସିଜିନ ଏକ ଉଚ୍ଚକୋଟୀର ସହିତ ଶେଷ ହେଲା କାରଣ ଟିମ୍ ପାନ୍ଥର ଟିମ୍ ଇଗଲ ବିପକ୍ଷରେ ଏକ ରୋମାଞ୍ଚକର ଫାଇନାଲ ମ୍ୟାଚରେ ବିଜୟୀ ହୋଇଥିଲେ । ଏହି ବହୁ ପ୍ରତୀକ୍ଷିତ ସଂଘର୍ଷ ଉତ୍ସାହୀ ଦର୍ଶକଙ୍କୁ ଆକର୍ଷିତ କରିଥିଲା ଏବଂ ..
ଖୋର୍ଦ୍ଧା , 03ମାର୍ଚ୍ଚ (ହି.ସ.)- ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ପୋଲିସ ଜଣକୁ ଗିରଫ କରିଛି । ଗିରଫ ବେପାରୀ ଜଣକ ହେଲା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ପ୍ରେମଝରି ଗ୍ରାମର ଶିବ ଦିଗାଲ (୨୬ )ବର୍ଷ ତାଠାରୁ ଖୋର୍ଦ୍ଧା ଅବକାରୀ ପୋଲିସ ୧୦୦(ଶହେ) କେଜି ଗଞ୍ଜେଇ..
ଖୋର୍ଦ୍ଧା, ୩ ମାର୍ଚ୍ଚ (ହି.ସ.)- ଖୋର୍ଦ୍ଧା ଉପକଣ୍ଠ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ପଛ ପଟେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଜାରି ରହିଛି। ତେବେ ମନ୍ଦିର ପଛପଟ ଜଙ୍ଗଲ ଗଛ ପତ୍ରଝଡା..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha