ଉଦ,ଘୋଷକଭାଷ୍ୟକାରକଙ୍କରାଜ୍ୟସ୍ଥରୀୟସମ୍ମିଳନୀ
ଘଟଗାଁ30 ମାର୍ଚ୍ଚ (ହି.ସ.)ଉଦଘୋଷକ ଭାଷ୍ୟକାରଙ୍କରାଜ୍ୟସ୍ଥରୀୟସମ୍ମିଳନୀଉଦଘୋଷକରୋହିତକୁମାରବେହେରାଙ୍କସଭାପତିତ୍ୱରେଘଟଗାଁବ୍ଲକକାଳିମାଟିଡ୍ୟାମପରିସରରେଅନୁଷ୍ଠିତହୋଇଯାଇଛି। ଅତିଥୀଭାବେସରପଞ୍ଚଗୋବର୍ଦ୍ଧନନାଏକ ଯୋଗଦେଇଥିବାବେଳେପିଇଓସାରଙ୍ଗଧରରଣାପ୍ରଶାନ୍ତକୁମାରରାଉତବରିଷ୍ଟ ଉଦଘୋଷକପ୍ରଦିପକୁମାରଦାସ
ଉଦ,ଘୋଷକଭାଷ୍ୟକାରକଙ୍କରାଜ୍ୟସ୍ଥରୀୟସମ୍ମିଳନୀ


ଘଟଗାଁ30 ମାର୍ଚ୍ଚ (ହି.ସ.)ଉଦଘୋଷକ

ଭାଷ୍ୟକାରଙ୍କରାଜ୍ୟସ୍ଥରୀୟସମ୍ମିଳନୀଉଦଘୋଷକରୋହିତକୁମାରବେହେରାଙ୍କସଭାପତିତ୍ୱରେଘଟଗାଁବ୍ଲକକାଳିମାଟିଡ୍ୟାମପରିସରରେଅନୁଷ୍ଠିତହୋଇଯାଇଛି।

ଅତିଥୀଭାବେସରପଞ୍ଚଗୋବର୍ଦ୍ଧନନାଏକ

ଯୋଗଦେଇଥିବାବେଳେପିଇଓସାରଙ୍ଗଧରରଣାପ୍ରଶାନ୍ତକୁମାରରାଉତବରିଷ୍ଟ ଉଦଘୋଷକପ୍ରଦିପକୁମାରଦାସଯୋଗଦେବାସହିତରବିନ୍ଦ୍ରକୁମାରପଲେଇପ୍ରଶାନ୍ତକୁମାରଗିରୀଯୋଗଦେଇଥିଲେ।ସଞ୍ଜୟକୁମାରସାହୁକାର୍ଯକ୍ରମପରିଚାଳନାକରିଥିଲେ। ଦ୍ୱିତୀୟପର୍ଯାୟରେନରୋତ୍ତମତନ୍ତୀଓକୁନାଲକୁମାରପଣ୍ଡାଙ୍କମଞ୍ଚଚାଳନାରେକେନ୍ଦୁଝରମୟୁରଭଞ୍ଜଯାଜପୁଳଭଦ୍ରକଢେଙ୍କାନାଳସମେତପଡୋଶିରାଜ୍ୟଝାରଖଣ୍ଡରୁଉଦଘୋଷକ ଓ ଭାଷ୍ୟକାରମାନେସମ୍ମିଳନୀରେଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande