ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଔଷଧ କାରଖାନାରେ ନିଆଁ
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଆଇଡିଆଇ ଇଷ୍ଟର୍ନ ଡ୍ରଗ ପ୍ରାଇଭେଟ୍ ଲିମିଟେଡରେ ଅଗ୍ନିକାଣ୍ଡ । ଜଳୁଛି ମେଡିସିନ ଓ ଆସବାବପତ୍ର । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ଓ ଷ୍ଟ୍ରାଇକିଂ ଫୋର୍ସ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍
ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଔଷଧ କାରଖାନାରେ ନିଆଁ


ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଆଇଡିଆଇ ଇଷ୍ଟର୍ନ

ଡ୍ରଗ ପ୍ରାଇଭେଟ୍ ଲିମିଟେଡରେ ଅଗ୍ନିକାଣ୍ଡ । ଜଳୁଛି

ମେଡିସିନ ଓ ଆସବାବପତ୍ର । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ଓ ଷ୍ଟ୍ରାଇକିଂ ଫୋର୍ସ

ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande