
ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ)- ଇରାନ୍ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ସିପିଆଇ ଦୃଢ ନିନ୍ଦା କରିଛି। ଏହାର ପ୍ରତିବାଦ ଜଣାଇ ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନରେ ଭୁବନେଶ୍ୱର ରାଜମହଲ ଛକ ଠାରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହେବ । ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନା ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା