ପୋଲିସ ସାମ୍ନାରେ ହାତାହାତି
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.) ସାମାନ୍ୟ ବଚସାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଧଉଳି ଥାନା ଅଧୀନ ନୂଆଁଗାଁ ପେଟ୍ରୋଲ ପମ୍ପ ନିକଟରେ ପୋଲିସ୍‌ ସାମ୍ନାରେ ଗୋଟିଏ ଗୋଷ୍ଠୀର ଯୁବକ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଥିଲେ। ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଯାଇ ହଟ ହଟା ହୋଇଥିଲା। ଘଟଣାରେ ଦୁଇ
ପୋଲିସ ସାମ୍ନାରେ ହାତାହାତି


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.) ସାମାନ୍ୟ ବଚସାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଧଉଳି ଥାନା ଅଧୀନ ନୂଆଁଗାଁ ପେଟ୍ରୋଲ ପମ୍ପ ନିକଟରେ ପୋଲିସ୍‌ ସାମ୍ନାରେ ଗୋଟିଏ ଗୋଷ୍ଠୀର ଯୁବକ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଥିଲେ। ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଯାଇ ହଟ ହଟା ହୋଇଥିଲା। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ଧଉଳି ଥାନା ପୋଲିସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande