ଓଡ଼ିଶା ହୋମଷ୍ଟେ ୱାର୍କସପ୍ ଏବଂ ଗୋ-ହୋମଷ୍ଟେ ପୋର୍ଟାଲ୍ ର ଶୁଭାରମ୍ଭ ଆସନ୍ତା କାଲି
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.) ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଓଡ଼ିଶା ହୋମଷ୍ଟେ ୱାର୍କସପ୍ ଏବଂ ଗୋ-ହୋମଷ୍ଟେ ପୋର୍ଟାଲ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଶାର ମା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା (ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ
ଓଡ଼ିଶା ହୋମଷ୍ଟେ ୱାର୍କସପ୍ ଏବଂ     ଗୋ-ହୋମଷ୍ଟେ ପୋର୍ଟାଲ୍ ର ଶୁଭାରମ୍ଭ ଆସନ୍ତା କାଲି


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.) ଆସନ୍ତାକାଲି

ଆୟୋଜିତ ହେବାକୁ ଥିବା ଓଡ଼ିଶା ହୋମଷ୍ଟେ ୱାର୍କସପ୍ ଏବଂ

ଗୋ-ହୋମଷ୍ଟେ ପୋର୍ଟାଲ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଶାର ମା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା (ମହିଳା

ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ) ଏବଂ

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଅତିଥି ଭାବେ ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande