
ନୂଆଦିଲ୍ଲୀ, ୦୪
ମାର୍ଚ୍ଚ (ହି.ସ.) : ଉପରାଷ୍ଟ୍ରପତିସିପି ରାଧାକୃଷ୍ଣନ ୦୫ ମାର୍ଚ୍ଚରେ କର୍ଣ୍ଣାଟକ ଗସ୍ତରେ ଯିବେ।
ଉପରାଷ୍ଟ୍ରପତି
ସଚିବାଳୟର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ,
ସେ ବେଳଗାଭି ଜିଲ୍ଲାର ଯଦୁରରେ ଅବସ୍ଥିତ ଶ୍ରୀ ବୀରଭଦ୍ରେଶ୍ୱର ମନ୍ଦିରରେ ଆୟୋଜିତ
ରାଜଗୋପୁରମ, କଳଶାରୋହଣ
ଓ ମହାକୁମ୍ଭାଭିଷେକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ