ମଧ୍ୟ ପ୍ରାଚ୍ୟ ଯୁଦ୍ଧ : ୱାର୍କିଂ ଗ୍ରୁପ ଗଠନ କଲେ ଓଡ଼ିଶା ସରକାର , ହେଲ୍ପ ଲାଇନ୍ ନଂ ଜାରି
ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ.) - ମଧ୍ୟ ପ୍ରାଚ୍ୟରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।ଏହି ପ୍ରରିପେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ
ମଧ୍ୟ ପ୍ରାଚ୍ୟ ଯୁଦ୍ଧ : ୱାର୍କିଂ ଗ୍ରୁପ ଗଠନ କଲେ ଓଡ଼ିଶା ସରକାର , ହେଲ୍ପ ଲାଇନ୍ ନଂ ଜାରି


ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ.) - ମଧ୍ୟ ପ୍ରାଚ୍ୟରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।ଏହି ପ୍ରରିପେକ୍ଷୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ପାଇଁ ଓଡ଼ିଶା ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଓ ବିଭିନ୍ନ ପ୍ରବାସୀ ଭାରତୀୟ ସଂସ୍ଥାମାନଙ୍କ ସହ ମିଳିତ ଭାବେ ଏକ ୱାର୍କିଂ ଗ୍ରୁପ ଗଠନ ହୋଇଛି। ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ନିମ୍ନ ପ୍ରଦତ ନଂ ରେ ଯୋଗାଯୋଗ କରିବାକୁ ସରକାର ନବେଦନ କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ- ୮୦୦-୪୬୩୪୨

ହ୍ୱାଟ୍ସ ଆପ ନଂ- ୯୭୧୫୪୩୦୯୦୫୭୧

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ( ପ୍ରିତିଶ ପଣ୍ଡା)- ୯୫୮୩୩୨୧୯୬୪।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande