ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲି ସେଲିବ୍ରେସନ
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲି ସେଲିବ୍ରେସନ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ଜଗନ୍ନାଥ ପ୍ରଧାନ ଓ ନେତା, କର୍ମୀ ଆନନ୍ଦରେ ପାଳନ କରୁଛନ୍ତି ରଙ୍ଗର ପର୍ବ ହୋଲି
ବିଜେପି ରାଜ୍ୟ     କାର୍ଯ୍ୟାଳୟରେ ହୋଲି ସେଲିବ୍ରେସନ


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ବିଜେପି ରାଜ୍ୟ

କାର୍ଯ୍ୟାଳୟରେ ହୋଲି ସେଲିବ୍ରେସନ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ସଙ୍ଗଠନ ସାଧାରଣ

ସମ୍ପାଦକ ମାନସ ମହାନ୍ତି, ଜଗନ୍ନାଥ

ପ୍ରଧାନ ଓ ନେତା, କର୍ମୀ ଆନନ୍ଦରେ ପାଳନ କରୁଛନ୍ତି ରଙ୍ଗର ପର୍ବ ହୋଲି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande