କଂଗ୍ରେସ ଭବନରେ ହୋଲି ସେଲିବ୍ରେସନ
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- କଂଗ୍ରେସ ଭବନରେ ହୋଲି ସେଲିବ୍ରେସନ । ଜମିଲା ନାଚ ଗୀତ ଆସର । ପୁଅ ବୋହୁ ଓ କଂଗ୍ରେସ କର୍ମୀଙ୍କ ସହ ହୋଲି ଖେଳିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ହୋଲି ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗକୁ ଦଳ ଅଧିକ ସୁଦୃଢ
କଂଗ୍ରେସ ଭବନରେ ହୋଲି     ସେଲିବ୍ରେସନ


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- କଂଗ୍ରେସ ଭବନରେ

ହୋଲି ସେଲିବ୍ରେସନ । ଜମିଲା ନାଚ ଗୀତ ଆସର । ପୁଅ ବୋହୁ ଓ କଂଗ୍ରେସ କର୍ମୀଙ୍କ ସହ ହୋଲି

ଖେଳିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ହୋଲି ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଜଣାଇବା ସହ ଆଗକୁ ଦଳ ଅଧିକ ସୁଦୃଢ ହେବ କହିଛନ୍ତି ସୁର ।ସେପଟେ ଦୀର୍ଘ ଦିନ ପରେ କଂଗ୍ରେସ ଭବନରେ

ଦେଖା ଦେଲେ ସୁରଙ୍କ ବଡ଼ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ ରାୟ । ଆଗକୁ ଦଳ ପାଇଁ

କାମ ଜାରି ରହିବ କହିଛନ୍ତି ସିଦ୍ଧାର୍ଥ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande