
ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ.) - ଆସନ୍ତାକାଲି (ଗୁରୁବାର ) ପୂର୍ବାହ୍ନରେ ଓଡ଼ିଶା ହୋମଷ୍ଟେ ୱାର୍କସପ୍ ଏବଂ ଗୋ-ହୋମଷ୍ଟେ ପୋର୍ଟାଲ୍ ର ଶୁଭାରମ୍ଭ ହେବ। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋର୍ଟାଲର ଶୁଭାରମ୍ଭ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା