ରାଜନୀତି ଭୁଲି ସ୍ଵାଧୀନ ପ୍ରାର୍ଥୀକୁ ସମର୍ଥନ ପାଇଁ କହିବୁ- ମନମୋହନ ସାମଲ
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ରାଜନୀତି ଭୁଲି ସ୍ଵାଧୀନ ପ୍ରାର୍ଥୀକୁ ସମର୍ଥନ ପାଇଁ କହିବୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହୋଲି ଖେଳ ପରେ ରାଜନୀତିର ରଙ୍ଗ ଖେଳ ଆରମ୍ଭ ହେବ ଓ ଅଲଗା ହେବ । କାଲି ନୋମିନେସନ୍ । ସମୟ ଯଦିଓ ଧାର୍ଯ୍ୟ ହୋ
ରାଜନୀତି ଭୁଲି ସ୍ଵାଧୀନ     ପ୍ରାର୍ଥୀକୁ ସମର୍ଥନ ପାଇଁ କହିବୁ- ମନମୋହନ ସାମଲ


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ରାଜନୀତି ଭୁଲି

ସ୍ଵାଧୀନ ପ୍ରାର୍ଥୀକୁ ସମର୍ଥନ ପାଇଁ କହିବୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ

ସାମଲ । ହୋଲି ଖେଳ ପରେ ରାଜନୀତିର ରଙ୍ଗ ଖେଳ ଆରମ୍ଭ ହେବ ଓ ଅଲଗା ହେବ । କାଲି ନୋମିନେସନ୍ ।

ସମୟ ଯଦିଓ ଧାର୍ଯ୍ୟ ହୋଇନି ଦିନ ୩ ଟା ଭିତରେ ନୋମିନେସନ ହେବ ।

ଆଜି ରଙ୍ଗର ପର୍ବ ହୋଲି ।

ଆମର ପାରମ୍ପରିକ ପର୍ବ । ରାଜନୀତି ଭୁଲି ରଙ୍ଗ ଖେଳ ଚାଲିଛି । ଏ ରଙ୍ଗ ସମସ୍ତଙ୍କ ଜୀବନରେ

ଖୁସିର ରଙ୍ଗ ଭାରି ଦେଉ ବୋଲି କାମନା କରିଛନ୍ତି ମନମୋହନ ସାମଲ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande