ହୋଲିର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 04 ମାର୍ଚ୍ଚ (ହି.ସ.)- ହୋଲିର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ହୋଲିର ଅନେକ ଶୁଭକାମନା । ରଙ୍ଗ ଓ ଉତ୍ସାହରେ ଭରା ଏହି ପର୍ବ ସମସ୍ତଙ୍କ ପାଇଁ ଖୁସି ନେଇକରିଆସୁ
ହୋଲିର ଶୁଭେଚ୍ଛା ଜଣାଇଲେ     ପିଏମ ମୋଦି


ନୂଆଦିଲ୍ଲୀ, 04 ମାର୍ଚ୍ଚ (ହି.ସ.)- ହୋଲିର

ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ

କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ହୋଲିର ଅନେକ ଶୁଭକାମନା । ରଙ୍ଗ ଓ ଉତ୍ସାହରେ ଭରା ଏହି

ପର୍ବ ସମସ୍ତଙ୍କ ପାଇଁ ଖୁସି ନେଇକରିଆସୁ । ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧ ଓ ସଫଳତାର ରଙ୍ଗ

ବିଞ୍ଚି ହେଉ, ଏହି କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande