ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ହେଲେ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ
ସୁବର୍ଣ୍ଣପୁର, 01 ଏପ୍ରିଲ୍ (ହି.ସ.) - ରାଜ୍ୟ ରେ ବିଜେପି ସରକାର ଆସିବା ପରେ ଜିଲ୍ଲା ଯୋଜନା ବୋର୍ଡ କମିଟି ର ଅଧ୍ୟକ୍ଷ ପଦ ଖାଲି ପଡିଥିଲା l ସରକାର ଗଠନ ହେବାର ଦୀର୍ଘ ଦୁଇ ବର୍ଷ ପାଖାପାଖି ହେବ ଏହି କମିଟି ଗଠନ ହୋଇପାରୁନଥିଲା l ଦୀର୍ଘ ଦିନର ଅପେକ୍ଷା ପରେ ଆଜି ରାଜ୍ୟ ସରକାର ତିରିଶ ଜିଲ୍ଲା ପାଇଁ
ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ହେଲେ ସୁବର୍ଣ୍ଣପୁର  ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ l


ସୁବର୍ଣ୍ଣପୁର, 01 ଏପ୍ରିଲ୍ (ହି.ସ.) - ରାଜ୍ୟ ରେ ବିଜେପି ସରକାର ଆସିବା ପରେ ଜିଲ୍ଲା ଯୋଜନା ବୋର୍ଡ କମିଟି ର ଅଧ୍ୟକ୍ଷ ପଦ ଖାଲି ପଡିଥିଲା l ସରକାର ଗଠନ ହେବାର ଦୀର୍ଘ ଦୁଇ ବର୍ଷ ପାଖାପାଖି ହେବ ଏହି କମିଟି ଗଠନ ହୋଇପାରୁନଥିଲା l ଦୀର୍ଘ ଦିନର ଅପେକ୍ଷା ପରେ ଆଜି ରାଜ୍ୟ ସରକାର ତିରିଶ ଜିଲ୍ଲା ପାଇଁ ଜିଲ୍ଲା ଯୋଜନା କମିଟି ର ଦାୟିତ୍ୱ ନେତା ମାନଙ୍କୁ ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା କମିଟି ରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର l ଏ ନେଇ ଆଜି ବିଧିବଦ୍ଧ ଭାବେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande