
ନୂଆଦିଲ୍ଲୀ, 01 ଏପ୍ରିଲ୍ (ହି.ସ.)- ଓଡ଼ିଶା ଦିବସର
ଶୁଭେଚ୍ଛା ଜଣାଇଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଏନେଇ ସୋସିଆଲ ମିଡିଆ
ଏକ୍ସରେ ରାହୁଲ କହିଛନ୍ତି ଯେ, ଭାରତର ଉନ୍ନତି ଓ ପ୍ରଗତିର ରଥର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ
ହୋଇଥିବା ଓଡ଼ିଶା, ତାହାର ସମୃଦ୍ଧ ସଂସ୍କୃତି, ଅନନ୍ୟ ଶିଳ୍ପକଳା ଏବଂ ଗୌରବମୟ ଇତିହାସ ପାଇଁ ପ୍ରସିଦ୍ଧ। ଉତ୍କଳ ଦିବସର ଅବସରରେ ସମସ୍ତ
ପ୍ରଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା