ଆଜି ଉଦଘାଟିତ  ହେବ ଭିସା ଆବେଦନ କେନ୍ଦ୍ର
ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- ଆଜି ଅପରାହ୍ଣ ୪ ଘଟିକାରେ ଉଦଘାଟିତ ହେବ ଭିସା ଆବେଦନ କେନ୍ଦ୍ର । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ଏହାକୁ ଉଦଘାଟିତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବ୍ରିଟେନ, ଅଷ୍ଟ୍ରି
ଆଜି ଉଦଘାଟିତ  ହେବ ଭିସା ଆବେଦନ କେନ୍ଦ୍ର


ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- ଆଜି ଅପରାହ୍ଣ

୪ ଘଟିକାରେ ଉଦଘାଟିତ

ହେବ ଭିସା ଆବେଦନ କେନ୍ଦ୍ର । ଭୁବନେଶ୍ବର

ବରମୁଣ୍ଡା ବସଷ୍ଟାଣ୍ଡରେ ଏହାକୁ

ଉଦଘାଟିତ କରିବେ ମୁଖ୍ୟମନ୍ତ୍ରୀ ମୋହନ

ଚରଣ ମାଝୀ

। ବ୍ରିଟେନ, ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଣ ପାଇଁ

୭ ଏପ୍ରିଲ ରେ ଆବେଦନ

ହେବ । ଆୟରଲ୍ୟାଣ୍ଡ, ଇଟାଲୀ, ଜାପାନ, ଇଷ୍ଟୋନିଆ ପାଇଁ ୧୦ ତାରିଖ, ସେହିଭଳି

୧୭ ତାରିଖରେ ଇଜିପ୍ଟ, ଏବଂ ମରକ୍କୋ, ୨୪ ତାରିଖରେ

ମାଲଟା ଏବଂ ଅନ୍ୟ

ଦେଶ ପାଇଁ ଆସନ୍ତା

ମାସରୁ ଭିସା ପାଇଁ

ଆବେଦନ କରାଯିବ । ସାଧରଣ ଲୋକଙ୍କୁ

ବେଶ୍ ସହାୟକ ହୋଇପାରିବ । ଅନ୍ୟ ଏଜେନ୍ସି

ଉପରେ ନିର୍ଭର କରିବେ ନାହିଁ

ଲୋକେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande