ଆସାମରେ ପୁଣି ନିର୍ବାଚନ ପ୍ରଚାର କରିବେ ଅମିତ ଶାହ
ଗ୍ୱୌହାଟୀ, ୦୨ ଏପ୍ରିଲ (ହି.ସ.)। ଆସାମରେ ବିଧାନସଭା ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ଏହି କ୍ରମରେ ବିଜେପି ନେତା ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ପୁଣିଥରେ ରାଜ୍ୟ ଗସ୍ତରେ ଆସି ନିର୍ବାଚନ ପ୍ରଚାରରେ ସାମିଲ ହେବେ । ଅମିତ ଶାହ ଆଜି ଦ୍ୱ
ଅମିତ ଶାହ


ଗ୍ୱୌହାଟୀ, ୦୨ ଏପ୍ରିଲ (ହି.ସ.)।

ଆସାମରେ ବିଧାନସଭା ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ଏହି କ୍ରମରେ ବିଜେପି ନେତା ଏବଂ

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ପୁଣିଥରେ ରାଜ୍ୟ ଗସ୍ତରେ ଆସି ନିର୍ବାଚନ ପ୍ରଚାରରେ ସାମିଲ

ହେବେ ।

ଅମିତ ଶାହ ଆଜି ଦ୍ୱିପ୍ରହର ୩ଟାରେ

କାଲିଆବରରେ ଏନଡିଏ ପ୍ରାର୍ଥୀ ଏବଂ ମନ୍ତ୍ରୀ କେଶବ ମହନ୍ତଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର

କରିବେ। ଏହି ସଭାରେ ସେ ଭାଜପା ଓ ଏନଡିଏ ମହାଗଠବନ୍ଧନର ପ୍ରାର୍ଥୀମାନଙ୍କ ପକ୍ଷରେ ସମର୍ଥନ

ଚାହିବେ ଏବଂ ସରକାର କରିଥିବା ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଲୋକମାନଙ୍କ ସମ୍ମୁଖରେ ରଖିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande