
ଭୁବନେଶ୍ୱର, ୨୦ ଏପ୍ରିଲ (ହି.ସ.) - ବିଏମ୍ସି, ବିଡିଏ ଏବଂ ସ୍ମାର୍ଟ ସିଟି ଲିମିଟେଡ୍ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ସୋମବାର ବିଏମ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି କମିଶନର ଓ ବିଡିଏ ଉପାଧ୍ୟକ୍ଷ ତଥା ସ୍ମାର୍ଟ ସିଟି ପରିଚାଳନା ନିର୍ଦେଶକ ଶ୍ରୀ ଚଂଚଳ ରାଣା ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଉପବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା