ଇଣ୍ଡି ମେଣ୍ଟ ସଦସ୍ୟ ମହିଳା ଆକ୍ରୋଶର ଶିକାର ହେବେ - ବିଜୟ ପାଲ୍ ସିଂ ତୋମାର
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ମହିଳା ସଂରକ୍ଷଣ ବିଲକୁ ବିରୋଧୀଙ୍କ ବିରୋଧ ପରେ ଇଣ୍ଡି ମେଂଟକୁ ନିଶାନା କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ସେ କହିଛନ୍ତି ଯେ, ମହିଳାଙ୍କୁ ଅପମାନ କରିଛି ଇଣ୍ଡି ମେଣ୍ଟ, ମହିଳା ଆକ୍ରୋଶିତ ଅଛନ୍ତି । ର
ଇଣ୍ଡି ମେଣ୍ଟ ସଦସ୍ୟ ମହିଳା     ଆକ୍ରୋଶର ଶିକାର ହେବେ - ବିଜୟ ପାଲ୍ ସିଂ ତୋମାର


ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ମହିଳା ସଂରକ୍ଷଣ

ବିଲକୁ ବିରୋଧୀଙ୍କ ବିରୋଧ ପରେ ଇଣ୍ଡି ମେଂଟକୁ ନିଶାନା କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ

ବିଜୟ ପାଲ୍ ସିଂ ତୋମାର । ସେ କହିଛନ୍ତି ଯେ, ମହିଳାଙ୍କୁ ଅପମାନ କରିଛି ଇଣ୍ଡି ମେଣ୍ଟ, ମହିଳା

ଆକ୍ରୋଶିତ ଅଛନ୍ତି । ରାଜ୍ୟସ୍ତରରେ ବଡ଼ ଆନ୍ଦୋଳନ ଓ ରାଲି ହେବ, ଗାଁକୁ

ଯିବ ଆନ୍ଦୋଳନ । ମହିଳା ମହାବିଦ୍ୟାଳୟ, ମହିଳା ବିଶ୍ବବିଦ୍ୟାଳୟ ସବୁଠି ଆନ୍ଦୋଳନ ହେବ । ଇଣ୍ଡି ମେଣ୍ଟର

ନେତାଙ୍କୁ କଳା ପତାକା ଦେଖାଯିବ, ସବୁ ଜାଗାରେ ବିରୋଧ ହେବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande