
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଆନ୍ଧ୍ରପ୍ରଦେଶ
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ
ଏକ ଚନ୍ଦ୍ରବାବୁ ନାଇଡୁଙ୍କୁ ଜନ୍ମଦିନର ଶୁଭେଚ୍ଛା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଉତମ ସ୍ୱାସ୍ଥ୍ୟର
ଆଶୀର୍ବାଦ ଦିଅନ୍ତୁ ଏବଂ ଲୋକଙ୍କର ନିରବଚ୍ଛିନ୍ନ ସେବା ପାଇଁ ଦୃଢତା ପ୍ରଦାନ କରନ୍ତୁ ଏହାହିଁ
କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା