
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ଭକ୍ତକବି
ଶ୍ରୀଜୟଦେବଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ
ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଗୀତଗୋବିନ୍ଦର ଅମର ରଚୟିତା ଭକ୍ତକବି ଶ୍ରୀଜୟଦେବଙ୍କ
ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
ତାଙ୍କର ଅମୃତମୟ ସାରସ୍ୱତ
ସୃଷ୍ଟି ଆମ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟକୁ ଋଦ୍ଧିମନ୍ତ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା