ଜନ ଶୁଣାଣି କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଉନି
ଗଞାମ, ୨୦ ଏପ୍ରିଲ୍ (ହି.ସ.)- ସରକାରଙ୍କ ପକ୍ଷରୁ ବିଭିନ୍ନ ପଂଚାୟତରେ ଅନୁଷ୍ଠିତ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମକୁ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଉନାହିଁ । ଏହି କାର୍ଯ୍ଯକ୍ରମରେ ସାମ୍ବାଦିକ ମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କର
ଜନ ଶୁଣାଣି କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଉନି


ଗଞାମ, ୨୦ ଏପ୍ରିଲ୍ (ହି.ସ.)- ସରକାରଙ୍କ ପକ୍ଷରୁ ବିଭିନ୍ନ ପଂଚାୟତରେ ଅନୁଷ୍ଠିତ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମକୁ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଉନାହିଁ । ଏହି କାର୍ଯ୍ଯକ୍ରମରେ ସାମ୍ବାଦିକ ମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲେ ମଧ୍ୟ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଯାଉ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଶେରଗଡ ବ୍ଲକ ର ନରେନ୍ଦ୍ରପୁର ପଂଚାୟତରେ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏହି କାର୍ଯ୍ଯକ୍ରମକୁ କୌଣସି ସାମ୍ବାଦିକଙ୍କୁ ନିମନ୍ତ୍ରଣ କରିନଥିବା ଜଣାପଡ଼ିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande