ଜଗତସିଂହପୁର ଜିଲ୍ଲାରେ ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ
ଭୁବନେଶ୍ୱର, ୨୦ ଏପ୍ରିଲ (ହି.ସ.) - ଜଗତସିଂହପୁର ଜିଲ୍ଲାରେ ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍। ପ୍ରଚଣ୍ଡ ତାତି ପାଇଁ ଜଗତସିଂହପୁର ଜିଲ୍ଲାପାଳ ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ସ୍କୁଲରେ ଆବ
ଜଗତସିଂହପୁର ଜିଲ୍ଲାରେ ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ


ଭୁବନେଶ୍ୱର, ୨୦ ଏପ୍ରିଲ (ହି.ସ.) - ଜଗତସିଂହପୁର ଜିଲ୍ଲାରେ ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍। ପ୍ରଚଣ୍ଡ ତାତି ପାଇଁ ଜଗତସିଂହପୁର ଜିଲ୍ଲାପାଳ ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ସ୍କୁଲରେ ଆବଶ୍ୟକ ପିଇବା ପାଣି ଓ ଓଆରଏସ୍ ର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande