ବରଗଡ଼ ସର୍କିଟ ହାଉସରେ ସାଂସଦ ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ବିଜେପି ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲଙ୍କୁ ବରଗଡ଼ ସର୍କିଟ ହାଉସ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ବିଧାୟକଗଣ, ଜିଲ୍ଲା ସଭାପତି ଓ ଅନ୍ୟ କାର୍ଯ୍ୟକର୍ତ୍
ମନମୋହନ


ଭୁବନେଶ୍ୱର, 20 ଏପ୍ରିଲ୍ (ହି.ସ.)- ବିଜେପି ରାଜ୍ୟ

ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲଙ୍କୁ ବରଗଡ଼ ସର୍କିଟ ହାଉସ ଠାରେ ସ୍ୱାଗତ ସମ୍ବର୍ଦ୍ଧନା

ଦିଆଯାଇଛି। ଏହି ଅବସରରେ ସାଂସଦ ଶ୍ରୀ ପ୍ରଦୀପ

ପୁରୋହିତ,

ବିଧାୟକଗଣ, ଜିଲ୍ଲା ସଭାପତି ଓ ଅନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande