ଜାତୀୟ ପ୍ରଶାସନିକ ସେବା ଦିବସରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.) - ଜାତୀୟ ପ୍ରଶାସନିକ ସେବା ଦିବସରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତ କାର୍ଯ୍ୟରତ ଅଧିକାରୀମାନଙ୍
ସିଭିଲ


ଭୁବନେଶ୍ୱର, 21 ଏପ୍ରିଲ୍ (ହି.ସ.) - ଜାତୀୟ ପ୍ରଶାସନିକ ସେବା ଦିବସରେ ତାଙ୍କୁ ଶୁଭେଚ୍ଛା

ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ

କହିଛନ୍ତି ଯେ, ଜାତୀୟ ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତ କାର୍ଯ୍ୟରତ ଅଧିକାରୀମାନଙ୍କୁ

ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଏକ ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ର ଗଠନରେ ଆପଣମାନଙ୍କର

ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଗୁରୁ ଦାୟିତ୍ୱକୁ ସଦା ସ୍ମରଣରେ ରଖି, ଜନସେବା କ୍ଷେତ୍ରରେ

ନିଜ ଯୋଗଦାନକୁ ଆହୁରି ସୁଦୃଢ଼ କରନ୍ତୁ, ଏହା ଆମର ଆଶା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande