ରଥ ମହାରଣା ନିଳମଣି ମହାରଣା ଙ୍କୁ ସମ୍ବର୍ଦ୍ଧନା
କେନ୍ଦୁଝର, 21 ଏପ୍ରିଲ୍ (ହି.ସ.) ଅକ୍ଷୟ ତୃତୀୟା ଉପଲକ୍ଷେ କେନ୍ଦୁଝର ଆରୋଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ବିଶ୍ଵ ର ଉଚ୍ଚତମ ରଥ ର ରଥକାଠ ଅନୁକୂଳ ହୋଇଛି।ଏହି ଅବସର ରେ ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ରଥ ସମ୍ମୁଖରେ ରଥ ମହାରଣା ନିଳମଣି ମହାରଣା ଙ୍କୁ ଉପଢୈାକନ ପୂର୍ବକ ସମ୍ବର୍ଦ୍ଧିତ
Ratha maharana


କେନ୍ଦୁଝର, 21 ଏପ୍ରିଲ୍ (ହି.ସ.)

ଅକ୍ଷୟ ତୃତୀୟା ଉପଲକ୍ଷେ କେନ୍ଦୁଝର ଆରୋଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ବିଶ୍ଵ ର ଉଚ୍ଚତମ ରଥ ର ରଥକାଠ ଅନୁକୂଳ ହୋଇଛି।ଏହି ଅବସର ରେ ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ରଥ ସମ୍ମୁଖରେ ରଥ ମହାରଣା ନିଳମଣି ମହାରଣା ଙ୍କୁ ଉପଢୈାକନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି।ଉପସଭାପତି ସନାତନ ମହାରଣା,ଯୁଗ୍ମସଂମ୍ପାଦକ ସୈାରିନ୍ଦ୍ରନାଥ ମହାରଣା,କୋଷାଧ୍ୟକ୍ଷ ମନୋଜ କୁମାର ଓଝା,ସଂଯୋଜକ କିର୍ତ୍ତନ ବିହାରୀ ଓଝା ସମେତ ସମିତ ର ଅନ୍ୟାନ୍ୟ ସଦସ୍ୟ ଏବଂ ଜନସାଧାରଣ ଉପସ୍ଥିତଥିଲେ।ବଳଦେବଜୀର ମନ୍ଦିର ର ସୁପରଭାଇଜର ପଞ୍ଚାନନ ସାହୁ,ବଡପଣ୍ତା,ସେବାୟତଗଣମଧ୍ୟ ସାମିଲଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande