
Kendrapara, 21 ଏପ୍ରିଲ୍ (ହି.ସ.)
---------------
ତୁଳସୀ କ୍ଷେତ୍ରରେ ଅକ୍ଷୟ ତୃତୀୟା ନୀତି ପାଳନକେନ୍ଦ୍ରାପଡା-୨୧/୦୪:ତୁଳସୀ କ୍ଷେତ୍ର ରେ ଅକ୍ଷୟ ତୃତୀୟା ନୀତି ପାଳନ ଆଜି ଠାରୁ ଏକଉସି ଦିନ ବ୍ୟାପୀ ଚନ୍ଦନ ଯାତ୍ରା ରେ ବିଜେ ପ୍ରତିମା ସାମିଲ ହେବେ କେନ୍ଦ୍ରାପଡ଼ା ର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉ ମନ୍ଦିର ରେ ଅକ୍ଷୟ ତୃତୀୟା ନୀତି ଧୁମ୍ ଧାମରେ ପାଳନ ହୋଇଅଛି ଆଜି ଠାରୁ ଏକ ଉସି ଦିନ ବ୍ୟାପୀ ବିଜେ ପ୍ରତିମା ଚନ୍ଦନ ଯାତ୍ରା ସାମିଲ ହେବେ ସକାଳ ଧୂପ ସମ୍ପନ୍ନ ପରେ ଶ୍ରୀ ଜୀଉ ଙ୍କ ର ମଉଳି ବସ୍ତ୍ର ଉଲା ଗି କରାଯାଇ ଶୁକ୍ଲ ବସ୍ତ୍ର ଲାଗି କରାଯାଇ ମଙ୍ଗଳାର୍ପଣ କରାଯାଇଥିଲା ପରେ ପଣା ପଖାଳ ଭୋଗ ଲାଗି ହୋଇଥିଲା ଦ୍ୱିପହର ଧୂପ ସମ୍ପନ୍ନ ପରେ ବିଜେ ପ୍ରତିମା ବିମାନରେ ବସି ଚନ୍ଦନ ଯାତ୍ରା ରେ ସାମିଲ ହେବା ପ୍ରୁବରୁ ବିଧି ଅନୁଯାୟୀ ମନ୍ଦିର ସମ୍ମୁଖ ରେ ରଥ ଅନୁକୂଳ ନୀତି କରାଯାଇଥିଲା ନୀତି ସମ୍ପନ୍ନ ପରେ ମୁଖ୍ୟ ମହାରଣା ଏବଂ ମୁଖ୍ୟ କମା ର ମସ୍ତକ ରେ ସିରିପା ବନ୍ଧା ହୋଇଥିଲା ଏହି କାର୍ୟ୍ୟ ସମ୍ପନ୍ନ ପରେ ପବିତ୍ର ଚନ୍ଦନ ପୁଷ୍କରିଣୀ ରେ ଶ୍ରୀ ଜୀଉ ଙ୍କ ଚାପ ଖେଳ ହୋଇ ଥିଲା ଖେଳ ସମ୍ପନ୍ନ ପରେ ଚନ୍ଦନ ତାଲା ରେ ବିଶ୍ରାମ ନେଇଥିଲେ ରାତ୍ର ରେ ବିଜେ ପ୍ରତିମା ବିମାନରେ ବିଜେ ହୋଇ ଶ୍ରୀ ମନ୍ଦିର କୁ ଫେରିଥିଲ ଅନ୍ୟ ନୀତି କାନ୍ତି ସମ୍ପନ୍ନ ପରେ ରାତ୍ର ଏଗାରଟା ବେଳକୁ ପହୁଡ଼ ପଡ଼ିଥିବା କାର୍ୟୟନିର୍ବାହୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି
ହିନ୍ଦୁସ୍ଥାନ ସମାଚାର / ରବି