ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା କାଲି
ଭୁବନେଶ୍ୱର, 21ଏପ୍ରିଲ (ହି.ସ.) ରାଜ୍ୟ ବିଜେପି ତରଫରୁ ବିରୋଧି ଦଳ ମାନଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିରୋଧରେ ଭୋଟ ଦେବାକୁ ବିରୋଧ କରି ଏକ ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆସନ୍ତା ୨୨ ଏପ୍ରିଲ ୨୦୨୬ (ବୁଧବାର) ଅପରାହ୍ନ ୩ ଘଟିକା ସମୟରେ ପ୍ରଦର୍ଶନୀ
ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା କାଲି


ଭୁବନେଶ୍ୱର, 21ଏପ୍ରିଲ (ହି.ସ.) ରାଜ୍ୟ ବିଜେପି ତରଫରୁ ବିରୋଧି ଦଳ ମାନଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିରୋଧରେ ଭୋଟ ଦେବାକୁ ବିରୋଧ କରି ଏକ ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆସନ୍ତା ୨୨ ଏପ୍ରିଲ ୨୦୨୬ (ବୁଧବାର) ଅପରାହ୍ନ ୩ ଘଟିକା ସମୟରେ ପ୍ରଦର୍ଶନୀ ପଡିଆରୁ ଆରମ୍ଭ ହୋଇ ଲୋଏର ପିଏମଜିଠାରେ ସମାପ୍ତ ହେବ l

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande