
ଭୁବନେଶ୍ୱର, 22 ଏପ୍ରିଲ୍ (ହି.ସ.)- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ
କ୍ୟାବିନେଟ ବୈଠକ । ଆଜି ସନ୍ଧ୍ୟା ୭ଟାରେ ଲୋକସେବା ଭବନରେ ବସିବ ବୈଠକ । ୧୨ ପ୍ରସ୍ତାବ ଉପରେ
ବାଜିପାରେ କ୍ୟାବିନେଟର ମୋହର । ବୈଠକରେ ଉପସ୍ଥିତ ରହିବେ ବିଭାଗୀୟ ମନ୍ତ୍ରୀ ଓ ସଚିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା