ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 24 ଏପ୍ରିଲ୍ (ହି.ସ.)- ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ସେ ବିଭିନ୍ନ କ୍
ଗୋଆ ମୁଖ୍ୟମନ୍ତ୍ରୀଙ୍କୁ     ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 24 ଏପ୍ରିଲ୍ (ହି.ସ.)- ଗୋଆ

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ଜୀଙ୍କୁ

ଜନ୍ମଦିନର ଶୁଭେଚ୍ଛା। ସେ ବିଭିନ୍ନ କ୍ଷେତ୍ରରେ ଗୋଆର ଉନ୍ନତିକୁ ଆଗକୁ ବଢ଼ାଇବାରେ ଅଗ୍ରଣୀ

ଭୂମିକା ନିଭାଉଛନ୍ତି। ସେ ଦୀର୍ଘ ଓ ସ୍ୱାସ୍ଥ୍ୟମୟ ଜୀବନରେ ଆଶୀର୍ବାଦ ପାଆନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande