
ଜୟପୁର , 29 ଏପ୍ରିଲ୍ (ହି.ସ.)କଙ୍ଗା ଗ୍ରାମର ୬ଜଣ ଚାଷିଙ୍କୁ କେନାଲରୁ ଜଳ ଯୋଗାଇ ଦେବାକୁ ଆଜି କୋଲାବ ଜଳସେଚନ ବିଭାଗ ବାରିଣୀପୁଟର ମୁଖ୍ୟ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡିଶା ରାଜ୍ୟ ଏକ୍ରୋ ଇଣ୍ତଷ୍ଟ୍ରିଜ କରପରେସନ ଜରିଆରେ ଏକ ସୌରଚାଳିତ ଲିଫ୍ଟ ଇରିଗେସନ ପଏଣ୍ଟ କରିବା ପାଇଁ ଅନୁମତି ପାଇଅଛି। ଏଣୁ ମୁଖ୍ୟ କେନାଲ କଙ୍ଗା ଠାରୁ ପାଣି ଉଠାଇବା ପାଇଁ ଅନୁମତି ଦେଲେ ୬ ଜଣ ଚାଷି ଉପକୃତ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି