
ମୁଖୀଗୁଡା,୨୯ ଏପ୍ରିଲ(ହି ସ)ଆଜି ରାତି ପ୍ରାୟ୭ଟା୩୮ମିନିଟ ସମୟରେ କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ,ଜୟପାଟଣା ,ମୋଟେର, ଧର୍ମଗଡ଼, ଆଟିଗାଁ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଥିଲା ।ଘରେ ଥିବା ଲୋକେ ଅନୁଭବ କରିଥିବା ବେଳେ ବାହାରେ ଥିବା ଲୋକେ ଜାଣି ପାରିନଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର