ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ନିରଞ୍ଜନ ମେକାପଙ୍କୁ ଶେଷ ଦର୍ଶନ
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ତରଫରୁ ବରିଷ୍ଠ ସଦସ୍ୟ ସ୍ୱର୍ଗତ ନୀରଜଂନ ମେକାପଙ୍କ ଶେଷ ଦର୍ଶନ। ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ସଦସ୍ୟ, ସୁସାହିତ୍ୟିକ, ଗବେଷକ, ସ୍ୱର୍ଗତ ନୀରଜଂନ ମେକାପଙ୍କ ହୂଦଘାତରେ ଅକାଳ ବ
ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ନିରଞ୍ଜନ ମେକାପଙ୍କୁ ଶେଷ ଦର୍ଶନ


କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ତରଫରୁ ବରିଷ୍ଠ ସଦସ୍ୟ ସ୍ୱର୍ଗତ ନୀରଜଂନ ମେକାପଙ୍କ ଶେଷ ଦର୍ଶନ। ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ସଦସ୍ୟ, ସୁସାହିତ୍ୟିକ, ଗବେଷକ, ସ୍ୱର୍ଗତ ନୀରଜଂନ ମେକାପଙ୍କ ହୂଦଘାତରେ ଅକାଳ ବିୟୋଗ ଖବର ପାଇ ଜିଲ୍ଲା ସଭାପତି ଶରତ କୁମାର ବେହୁରା, ଗୋଲେଖ ଚନ୍ଦ୍ର ପଢିଆରୀ, ଡକ୍ଟର ଚୈତନ୍ୟ ଚରଣ ପରିଡ଼ା, ଚନ୍ଦନ ପରିଡ଼ା, ସୁଶିଲ କୁମାର ସାମଲ, ରଂଜନ କୁମାର ନାୟକ, ଗୋଲେଖ ଚନ୍ଦ୍ର ପରିଡ଼ା, ସଂଗ୍ରାମ ଜେନା, ଅକ୍ଷୟ କୁମାର ମେକାପ, ଚିତରଂଜନ ବଳ, ମାନସ କୁମାର ରାଉତରାୟ, ରାଜକିଶୋର ମହାନ୍ତି, ପୀତବାସ ବେହେରା, ଉମାକାନ୍ତ ବଳ, ସିଦ୍ଧାର୍ଥ ଜେନା, କେଦାର ସାମନ୍ତରାୟ, ଭାଗିରଥୀ ଜେନା ପ୍ରମୁଖ ତାଙ୍କର ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ବା ସହିତ ଏପରି ଦୁଖଦ ପରିସ୍ଥିତି ରେ ଭଗବାନ ପରିବାର କୁ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande