ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ
ସୁବର୍ଣ୍ଣପୁର, 29 ଏପ୍ରିଲ୍ (ହି.ସ.) - ସୁବର୍ଣ୍ଣପୁର ପୌରପରିଷଦ ର ବିଭିନ୍ନ ଏଚ୍ ଏଲ ବି ୨୨ , ୨୩ , ୦୦୨୬ ୱାର୍ଡ କୋଡ ନମ୍ବର ୦୦୦୮ ଯଥା ସୋନପୁର ମଝିପଡ଼ା ରଥଖଳା ଅଞ୍ଚଳ, କୁମ୍ଭାରପଡ଼ା,ଢେରାପଡା କୁ ଗ୍ରସ୍ତ କରି ଗୃହ ଗଣନା କାର୍ଯ୍ୟ ର ନିରୀକ୍ଷଣ କରି ଏନୁମେରେଟର ଓ ସୁପର ଭାଇଜର ଙ୍କ ସହ ଗୃହ ମ
ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର  ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-


ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର  ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-


ସୁବର୍ଣ୍ଣପୁର, 29 ଏପ୍ରିଲ୍ (ହି.ସ.) - ସୁବର୍ଣ୍ଣପୁର ପୌରପରିଷଦ ର ବିଭିନ୍ନ ଏଚ୍ ଏଲ ବି ୨୨ , ୨୩ , ୦୦୨୬ ୱାର୍ଡ କୋଡ ନମ୍ବର ୦୦୦୮ ଯଥା ସୋନପୁର ମଝିପଡ଼ା ରଥଖଳା ଅଞ୍ଚଳ, କୁମ୍ଭାରପଡ଼ା,ଢେରାପଡା କୁ ଗ୍ରସ୍ତ କରି ଗୃହ ଗଣନା କାର୍ଯ୍ୟ ର ନିରୀକ୍ଷଣ କରି ଏନୁମେରେଟର ଓ ସୁପର ଭାଇଜର ଙ୍କ ସହ ଗୃହ ମାଲିକ, ପରିବାର ର ମୁଖ୍ୟ ଙ୍କ ସହ ଗୃହ ଗଣନା ବିଷୟରେ ଆଲୋଚନା କରି ଗୃହ ଗଣନା କାର୍ଯ୍ୟ ରାଷ୍ଟ୍ର ପାଇଁ କେତେ ଗୁରୁତ୍ଵ ପୂର୍ଣ୍ଣ ସେ ଉପରେ ବୁଝାଇ ଥିଲେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ l ଓ ନିଜେ ବିଭିନ୍ନ ପ୍ରଶ୍ନ କରି ଗୃହ ଗଣନା ଅଧିକାରୀ ମାନଙ୍କୁ ଏ କାର୍ଯ୍ଯ ରେ ସହଯୋଗ କରିବା କୁ ନିଵେଦନ କରିଥିଲେ l ଏନୁ ମେରେଟର ମାଳତି ଦାଶ, ନିୟତି ପଟ୍ଟନାୟକ , ମଧୁସ୍ମିତା ମିଶ୍ର, ସୁପର ଭାଇଜର ଜୟନ୍ତି କୁମାରୀ ମେହେର, ଅନୁଲିତା ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande