ବିଧାୟକଙ୍କ ଘରେ ପହଂଚି ସମବେଦନା ଜଣାଇଲେ ସାଂସଦ
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କର ଭାଇ ସ୍ୱର୍ଗତଃ ସର୍ବେଶ୍ୱର ବେହେରାଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିଲା। କେନ୍ଦ୍ରାପଡା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପଣ୍ଡା ଖବର ପାଇ ବିଧାୟକ ଶ୍ରୀ ବେହେରାଙ୍କ ବାସଭବନରେ ପହଂଚି ତାଙ
---------------ବିଧାୟକଙ୍କ ଘରେ ପହଁଚି ସମବେଦନା ଜଣାଇଲେ ସାଂସଦ ।


କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କର ଭାଇ ସ୍ୱର୍ଗତଃ ସର୍ବେଶ୍ୱର ବେହେରାଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିଲା। କେନ୍ଦ୍ରାପଡା ସାଂସଦ ତଥା ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପଣ୍ଡା ଖବର ପାଇ ବିଧାୟକ ଶ୍ରୀ ବେହେରାଙ୍କ ବାସଭବନରେ ପହଂଚି ତାଙ୍କୁ ସମବେଦନା ଜଣାଇବା ସହ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ। ସାଂସଦଙ୍କର ଏହି ସମବେଦନା ଜଣାଇବା ସମୟରେ ବିଜେପିର ବିଧାନସଭା ନେତ୍ରୀ ଗୀତାଞ୍ଜଳି ସେଠୀ, ଦୁର୍ଯ୍ୟୋଧନ ସାହୁ, ମହମ୍ମଦ ସଲ୍ଲିମ୍ ଖାଁଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande