ଓଡ଼ିଆ ଭାଷାକୁ ସରକାରଙ୍କ ଶାସନ ଓ ଶିକ୍ଷା କ୍ଷେତ୍ରରେ ମୁଖ୍ୟ ଭାଷାରେ ପ୍ରାଥମିକତା ଓ ପ୍ରୟୋଗର ମାନ୍ୟତା
ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସରକାରଙ୍କ ଶାସନ,ବିଚାରଳୟ ଓ ଶିକ୍ଷାକ୍ଷେତ୍ରରେ ପ୍ରାଥମିକତାର ମାନ୍ୟତା ଓ ପ୍ରୟୋଗ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଜ୍ଞାପକପତ୍ର ଧାମନଗର ତହସିଲଦାର ଙ୍କ ଜରିଆରେ ବୁଧବାର ପ୍ରେରଣ କରାଯାଇଅଛି । ପରିଷଦର ସଭାପତି
ODIA BHASAKU SARAKAR NKA SASAN


ଭଦ୍ରକ, ୨୯ ଅପ୍ରେଲ (ହି.ସ.) - ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସରକାରଙ୍କ ଶାସନ,ବିଚାରଳୟ ଓ ଶିକ୍ଷାକ୍ଷେତ୍ରରେ ପ୍ରାଥମିକତାର ମାନ୍ୟତା ଓ ପ୍ରୟୋଗ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଜ୍ଞାପକପତ୍ର ଧାମନଗର ତହସିଲଦାର ଙ୍କ ଜରିଆରେ ବୁଧବାର ପ୍ରେରଣ କରାଯାଇଅଛି । ପରିଷଦର ସଭାପତି ଅନିଲ କୁମାର ବାରିକ, ସାଧାରଣ ସମ୍ପାଦକ ସଚିକାନ୍ତ ପଣ୍ଡା, ସାଙ୍ଗଠନିକ ଉପସଭାପତି ସେକ ଅବଦୁଲ ହାକିମ, ଉପସଭାପତି ସୁରଥ ସେଠି,ସଂଗଠନ ସମ୍ପାଦକ ରାମଚନ୍ଦ୍ର ସାହୁ, କାର୍ଯ୍ୟାଳୟ ସମ୍ପାଦକ ଧନ ଜୟ ଦାସ, ବରିଷ୍ଠ ସଦସ୍ୟ ସନ୍ତୋଷ ପାଢୀ,ନିରାକାର ଧଳ,କରୁଣାକର ଶଙ୍ଖୁଆ, କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande