‘ଆମ ବସ ଡିପୋ’ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଏପ୍ରିଲ୍ (ହି.ସ.) - ‘ଆମ ବସ ଡିପୋ’ ଶୁଭ ଉଦ୍ଘାଟନ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସାମଗ୍ରିକ ବିକାଶର ଏହି ଧାରାରେ ପରିବେଶ ଅନୁକୂଳ ପରିବହନ ବ୍ୟ
‘ଆମ ବସ ଡିପୋ’ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ଏପ୍ରିଲ୍ (ହି.ସ.)

- ‘ଆମ ବସ ଡିପୋ’ ଶୁଭ ଉଦ୍ଘାଟନ

ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ

ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।

ସାମଗ୍ରିକ ବିକାଶର ଏହି

ଧାରାରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଆଜି କେନ୍ଦୁଝର ଜିଲ୍ଳା ପାଇଁ

୨୫ଟି ନୂଆ ପରିବେଶ ପ୍ରଦୂଷଣ ରହିତ ଇ-ବସଏବଂ ଅନ୍ୟାନ୍ୟ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।

ଏହି ନୂତନ ପଦକ୍ଷେପଗୁଡ଼ିକ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଏକ ବିକଶିତ କେନ୍ଦୁଝର ଓ

ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande