ନାରାୟଣପୁର ଗ୍ରାମରେ ଅଗ୍ନିକାଣ୍ଡ
ଗଂଜାମ, 04 ଏପ୍ରିଲ୍ (ହି.ସ.) ଗଂଜାମ ଜିଲା ସୋରଡା ନିକଟସ୍ଥ ନାରାୟଣ ପୁରଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଚାରିଟି ପରିବାରର ପାଂଚ ବଖରା ସଂପୂର୍ଣ୍ଣ ରୂପେ ଜଳି ଭସ୍ମିଭୂତ ହୋଇଛି । ଘରର ସମସ୍ତ ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ସୋରଡା ଦମକଳ ବାହିନୀ ଘଟଣାସ୍
ନାରାୟଣପୁର ଗ୍ରାମରେ ଅଗ୍ନିକାଣ୍ଡ


ଗଂଜାମ, 04 ଏପ୍ରିଲ୍ (ହି.ସ.) ଗଂଜାମ ଜିଲା ସୋରଡା ନିକଟସ୍ଥ ନାରାୟଣ ପୁରଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଚାରିଟି ପରିବାରର ପାଂଚ ବଖରା ସଂପୂର୍ଣ୍ଣ ରୂପେ ଜଳି ଭସ୍ମିଭୂତ ହୋଇଛି । ଘରର ସମସ୍ତ ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ସୋରଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ନିଆଁ ଆୟତ୍ତ କରିଛନ୍ତି । ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମେୟ। ତୁରନ୍ତ ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande