ନବୀନଙ୍କୁ ଅନୁକରଣ କରୁଛି ବିଜେପି
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ନବୀନ ପଟ୍ଟନାୟକ ଗାଁ ଗାଁ ବୁଲିବେ ବୋଲି ଖବର ଆସିବା ପରେ ତାକୁ ଅନୁକରଣ କରିବାକୁ ଯାଇ ବିଜେପି ଏବେ ବୁଲିବ କହୁଛି। ନବୀନ ଆଗ କଲେ, ବିଜେପି ତା ପରେ କରେ। ବିଜେପି ଗାଁ ଯାଉ । ସେଠାରେ ବିକାଶ ଠପ ବୋଲି ସେ କଥା ଜାଣନ୍ତୁ । ସେ ଜାଣିବେ ଅସଲ କଥା। ଲୋକେ ତାଙ୍କ ବିଷୟରେ
ନବୀନଙ୍କୁ ଅନୁକରଣ କରୁଛି ବିଜେପି


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ନବୀନ ପଟ୍ଟନାୟକ ଗାଁ ଗାଁ ବୁଲିବେ ବୋଲି ଖବର ଆସିବା ପରେ ତାକୁ ଅନୁକରଣ କରିବାକୁ ଯାଇ ବିଜେପି ଏବେ ବୁଲିବ କହୁଛି। ନବୀନ ଆଗ କଲେ, ବିଜେପି ତା ପରେ କରେ। ବିଜେପି ଗାଁ ଯାଉ । ସେଠାରେ ବିକାଶ ଠପ ବୋଲି ସେ କଥା ଜାଣନ୍ତୁ । ସେ ଜାଣିବେ ଅସଲ କଥା। ଲୋକେ ତାଙ୍କ ବିଷୟରେ କଣ ଭାବୁଛନ୍ତି, ଜାଣି ପାରିବେ ବୋଲି କହିଛନ୍ତି ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande