ଓଡ଼ିଆ ପକ୍ଷ ଅବସରରେ ବିଏମସିର ଲିଙ୍ଗରାଜ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଓଡ଼ିଆ ପକ୍ଷ ୨୦୨୬ ଉପଲକ୍ଷେ ପାଳିତ ସ୍ୱଚ୍ଛ ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ସଫେଇ ଓ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସ, ବିଏମସି କମିଶନର ଚଂଚଲ ରାଣା, ଯୋଜ
hjfuj


ଭୁବନେଶ୍ୱର, ୦୬ ଏପ୍ରିଲ (ହି.ସ)- ଓଡ଼ିଆ ପକ୍ଷ ୨୦୨୬ ଉପଲକ୍ଷେ ପାଳିତ ସ୍ୱଚ୍ଛ ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ସଫେଇ ଓ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସ, ବିଏମସି କମିଶନର ଚଂଚଲ ରାଣା, ଯୋଜନା କମିଟି ଅଧ୍ୟକ୍ଷ, କର୍ପୋରେଟରମାନେ ଓ ଅତିରିକ୍ତ କମିଶନରମାନଙ୍କ ଉପସ୍ଥିତିରେ ଏହି ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande