
Odisha, 06 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା,ସରକାରୀ ତହବିଲରୁ ସାଢ଼େ ୧୧ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ରତାମାଟି ପଞ୍ଚାୟତର ପଞ୍ଚାୟତ ଅଫିସର ତଥା ପିଓ ସୋମବାର ଭୁବନେଶ୍ୱର ଭିଜିଲାନ୍ସ ଦ୍ଵାରା ଗିରଫ ହୋଇ ଜେଲ ହାଜତକୁ ଯାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ