ରାଜ୍ୟ ବିଜେପି କାର୍ଯ୍ୟାଳୟରେ  ସାଂଗଠନିକ ବୈଠକ ଆରମ୍ଭ
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାଂଗଠନିକ ବୈଠକ ଆରମ୍ଭ ହୋଇଛି । ସାଙ୍ଗଠନିକ ପ୍ରଭାରୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଏହ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ      ସାଂଗଠନିକ ବୈଠକ ଆରମ୍ଭ


ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାଂଗଠନିକ ବୈଠକ ଆରମ୍ଭ ହୋଇଛି । ସାଙ୍ଗଠନିକ ପ୍ରଭାରୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ

ପରିଡା, ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ

ସମେତ ଅନେକ ବରିଷ୍ଠ

ନେତା ସାମିଲ ହୋଇଛନ୍ତି । ଏହା ସହ

ବିଜେପି ବିଭିନ୍ନ ମୋର୍ଚା

ସାମିଲ ହୋଇଛନ୍ତି । ଦଳୀୟ ପ୍ରତିଷ୍ଠା ଦିବସରେ

ସାଙ୍ଗଠନିକ ସଂରଚନା ଉପରେ

ହେଉଛି ଆଲୋଚନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande