ବିଜେପିର ପ୍ରତିଷ୍ଠା ଦିବସର ସ୍ଥାପନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ବିଜେପିର ପ୍ରତିଷ୍ଠା ଦିବସର ସ୍ଥାପନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ସମସ୍ତ ସମର୍ପିତ କାର୍ଯ୍ୟକର୍
ଦିବସ


ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ବିଜେପିର ପ୍ରତିଷ୍ଠା ଦିବସର ସ୍ଥାପନା ଜଣାଇଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ସମସ୍ତ ସମର୍ପିତ

କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା।

ଏହି ଦିବସ ହେଉଛି ସେହି ମହାନ ତପସ୍ବୀମାନେ ଓ ରାଷ୍ଟ୍ରନିଷ୍ଠ

ନେତୃତ୍ୱଙ୍କୁ ନମନ କରିବାର ଅବସର, ଯେଉଁମାନେ ସେବା, ସମର୍ପଣ ଓ ସିଦ୍ଧାନ୍ତର ଆଧାରରେ ଏହି ସଂଗଠନକୁ ଜନଆସ୍ଥାର ପ୍ରତୀକରେ

ପରିଣତ କରିଛନ୍ତି।

ଗାଁ-ଗାଁ ପର୍ଯ୍ୟନ୍ତ ସଂଗଠନର ଚିନ୍ତାଧାରାକୁ ପହଞ୍ଚାଇଥିବା ଆମ

କର୍ମଠ କାର୍ଯ୍ୟକର୍ତ୍ତାମାନଙ୍କର ତ୍ୟାଗ ଓ ପରିଶ୍ରମ ହିଁ ବିଜେପିର ପ୍ରକୃତ ଶକ୍ତି। ଆଦରଣୀୟ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପାର୍ଟିର କୋଟି କୋଟି କାର୍ଯ୍ୟକର୍ତ୍ତା ‘ଅନ୍ତ୍ୟୋଦୟ’ ମନ୍ତ୍ର

ସହିତ ସମାଜର ପ୍ରତ୍ୟେକ ଶ୍ରେଣୀର ଉନ୍ନତି ପାଇଁ ସମର୍ପିତ ଅଟନ୍ତି ଏବଂ ବିକଶିତ ଭାରତଗଠନରେ ସକ୍ରିୟ

ଅବଦାନ ରଖୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande