5 କେଜି ସିଲିଣ୍ଡର ବନ୍ଦ ନିଷ୍ପତି ପରିବର୍ତ୍ତନ ଠିକ- ବିଜେଡି ବିଧାୟକ
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- 5 କେଜି ସିଲିଣ୍ଡର ବନ୍ଦ ନିଷ୍ପତି ପରିବର୍ତ୍ତନ କରି ସରକାର ଠିକ କରିଛନ୍ତି ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି | 5କେଜିସିଲିଣ୍ଡର ବନ୍ଦ କଲେ ସାଧାରଣ ଖାଉଟି ହଇରାଣ ହେବେ | ଛାତ୍ର ଛାତ୍ରୀ ହଇରାଣ ହେବେ | ନିଷ୍ପତ
5 କେଜି ସିଲିଣ୍ଡର ବନ୍ଦ ନିଷ୍ପତି ପରିବର୍ତ୍ତନ ଠିକ- ବିଜେଡି     ବିଧାୟକ


ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- 5 କେଜି ସିଲିଣ୍ଡର ବନ୍ଦ ନିଷ୍ପତି ପରିବର୍ତ୍ତନ କରି ସରକାର

ଠିକ କରିଛନ୍ତି ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି | 5କେଜିସିଲିଣ୍ଡର ବନ୍ଦ

କଲେ ସାଧାରଣ ଖାଉଟି ହଇରାଣ ହେବେ | ଛାତ୍ର ଛାତ୍ରୀ

ହଇରାଣ ହେବେ | ନିଷ୍ପତି ନେବାଟା ଭୁଲ ଥିଲା | ଅବିଚାରିତ ନିଷ୍ପତ୍ତି ଥିଲା | ଟିକେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ | ନିଷ୍ପତି ନେବାରେ ଅସ୍ଥିରତା ସୃଷ୍ଟି ନହେଉ | ସ୍ଥିତି ସଙ୍କଟ ଅଛି | ସାଧାରଣ ଜନତା ଭିତରେ ଅସନ୍ତୋଷ ଅଛି | କେନ୍ଦ୍ର ପାଖରେ ଦାବି କରନ୍ତୁ | ସଙ୍କଟ ମୁକାବିଲା କରିବାରେ ସରକାର ବିଫଳ | ସୂର୍ଯ୍ୟାସ୍ତକୁ ଅସ୍ବୀକାର କରିବା ଯାହା ଭାରତ ବର୍ଷ

ଓଡ଼ିଶାରେ ଗ୍ୟାସ ଅଛି କହିବା ସେୟା ବୋଲି ସେ କହିଛନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande