
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)
- ଏଲପିଜି ଠାରୁ ପିଏନଜିଦରକମ। ତେଣୁ ସମସ୍ତେ ବ୍ୟବାହର କଲେ ଭଲ । ପିଏନଜିକନେକସନକୁ ଆବେଦନ କରି ନେଇ ପାରିବେ ବୋଲି ଯୋଗାଣ ସଚିବ ସଂଜୟ ସିଂ
କହିଛନ୍ତି । ଦୃତଗତିରେ ପିଏନଜିସଂଯୋଗ ଆରମ୍ଭ
କରାଯାଇଛି। ଯେଉଁ ମାନେ ପିଏନଜିକନେକ୍ସନ୍
ନେଇଛନ୍ତି ସେମାନେ ବ୍ୟବହାର କରନ୍ତୁ ବୋଲି ସଚିବ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା