ସ୍ଵତନ୍ତ୍ର  ଉନ୍ନୟନ୍ନ ପରିଷଦ ଏକ ପଦ ନୁହେଁ ଦାୟିତ୍ୱ- ପ୍ରଭାତି ପରିଡା
ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ପଦ ନୁହେଁ ଦାୟିତ୍ଵ । କାର୍ଯ୍ୟକର୍ତ୍ତା ଙ୍ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ । ଜିଲାରେ
ସ୍ଵତନ୍ତ୍ର  ଉନ୍ନୟନ୍ନ     ପରିଷଦ ଏକ ପଦ ନୁହେଁ ଦାୟିତ୍ୱ- ପ୍ରଭାତି ପରିଡା


ଭୁବନେଶ୍ୱର, 06 ଏପ୍ରିଲ୍ (ହି.ସ.)- ସ୍ଵତନ୍ତ୍ର

ଉନ୍ନୟନ୍ନ ପରିଷଦ ଗଠନ ଉପରେ ଉପମୁଖ୍ୟମନ୍ତ୍ରୀ

ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହା ପଦ ନୁହେଁ ଦାୟିତ୍ଵ । କାର୍ଯ୍ୟକର୍ତ୍ତା ଙ୍ ପାଇଁ ଏହା

ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ । ଜିଲାରେ

ଚେୟାରମ୍ୟାନ, ଓ ଭାଇସ ଚେୟାରମ୍ୟାନଙ୍କ ନାମ

ଘୋଷଣା ହୋଇଛି ।

ସର୍ବବ୍ୟାପୀ, ସର୍ବସ୍ପର୍ଶି ହେବା ଆମ ଦଳର କାମ ।

ଏପ୍ରିଲ ୧୪ ପୂର୍ବରୁ ଏହି

ଘୋଷଣା କରାଯାଇଛି । ପ୍ରତ୍ୟେକ

ଲୋକଙ୍କୁ ନେଇ ଓଡ଼ିଶାକୁ ବିକଶିତ କରିବାର ଆମ

ଦଳର ଲକ୍ଷ୍ୟ । କାର୍ଯ୍ୟକର୍ତ୍ତା

ଆଧାରିତ ଦଳ ବିଜେପି । ଯିଏ

କାମ କରେ ଧୀରେ ଧୀରେ

ସେ ଦଳର ମୁଖ୍ୟମନ୍ତ୍ରୀ, ଉପ

ମୁଖ୍ୟମନ୍ତ୍ରୀ ଭଳି ଦାୟିତ୍ଵ

ମଧ୍ୟ ପାଇପାରେ ବୋଲି ପ୍ରଭାତି ପରିଡା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande